maintenance_icon

Maintenance Notice : To improve your experience, our website will undergo maintenance for 10 Hours on 18th Feb 2026 from 10:00 AM to 08:00 PM IST.

Back to Odia Language Pack Odia Language Pack
Transcend Store Loader Image
Thumbnail Image of ଜପ କର ଏବଂ ସୁଖୀ ରୁହ...

ଜପ କର ଏବଂ ସୁଖୀ ରୁହ... (Japa Kara Ebong Sukhi Ruha)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ହରେକୃଷ୍ଣ ମନ୍ତ୍ର ଯାହା ମହାମନ୍ତ୍ର ନାମରେ ବିଦିତ, କିମ୍ୱା ଉଦ୍ଧାର ଲାଭ ପାଇଁ ପରମ ମନ୍ତ୍ରଟି କଣ? ଏହି ମନ୍ତ୍ର କୀର୍ତନ କରିବା ଲାଭ କଣ? କଣ ପାଇଁ ଏହି ମନ୍ତ୍ରର ଜପ ଏତେ ଶକ୍ତିଶାଳୀ ହୋଇଥାଏ, ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରେ? ଏହି ମନ୍ତ୍ରର ଉତ୍ସ କିଏ? ଏହିପରି କେଉଁ ସାଧୁ-ମହାତ୍ମା ବା କିଏ ଯେଉଁମାନେ କି ଏହାର ପ୍ରଭାବକୁ ପ୍ରଦର୍ଶନ କରିଛନ୍ତି? ଏହି ଗ୍ରନ୍ଥଟି ଅନେକ ପ୍ରଶ୍ନର ଉତ୍ତର ମିଳିଥାଏ, ଏବଂ ଯାହା ଫଳରେ ତାହା ଆମକୁ ଜପ କର ଏବଂ ସୁଖି ରୁହ ...ହେବା ପାଇଁ ଅନୁପ୍ରାଣିତ କରିଥାଏ।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.129 Server IP Address: 169.254.130.4